Robot

Last few days of free access to Embibe

Click on Get Started to access Learning Outcomes today

ବିନା ତଥ୍ୟରେ କୌଣସି AI ସମ୍ଭବ ନୁହେଁ :)

କିଛି ଜଣ କୁହନ୍ତି, ସେମାନେ କରିପାରନ୍ତି। ଆମକୁ ଏହା 11 ବର୍ଷ ଲାଗିଗଲା।

attemps
2,191,368,092
user
507,195,823
data-lake
85 TB
time-spent
38,009,691
 

ଆମେ ଆମର ୟୁଜର୍‌ମାନଙ୍କୁ ଆଗାମୀ ପିଢ଼ିର ଶିକ୍ଷା ପ୍ରଦାନ କରିବା ଲାଗି ପ୍ରତିଦିନ ଆକର୍ଷଣୀୟ ଏବଂ ଅନ୍ତର୍ନିହିତ ଜ୍ଞାନ ଆଧାରିତ ଟେକ୍ନୋଲୋଜିକୁ ନେଇ କାମ କରୁଛୁ। ଏହି ପ୍ରଭାବୀ ଶିକ୍ଷା ସାମଗ୍ରୀଗୁଡ଼ିକର ମଜା ନିଅନ୍ତୁ ଏବଂ ଦେଖନ୍ତୁ ଯେ ଆମେ ଯାହା କହୁଛୁ, ତାହା କିପରି କରିଛୁ।

ଇନଷ୍ଟା ସଲ୍ଭର ଗାଣିତିକ ଧାରା ଅଙ୍କ ସମାଧାନ କରିବା ଏତେ ସହଜ ନୁହେଁ । ଏଥିପାଇଁ ଜଟିଳ ଗାଣିତିକ କନସେପ୍ଟଗୁଡ଼ିକର ସମାଧାନ ଏବଂ ଗାଣିତିକ କନସେପ୍ଟଗୁଡ଼ିକର ଗଣନାକାରୀ ଗ୍ରାଫ୍ ଗଠନ ପାଇଁ ମୂଳ ଭାଷାକୁ ବୁଝିବା ସହ ବ୍ୟାଖ୍ୟା କରିବାର ଦକ୍ଷତା ଆବଶ୍ୟକ । Embibe ର ବିଷୟବସ୍ତୁ ଇଣ୍ଟେଲିଜେନ୍ସ ଷ୍ଟାକ୍ ରେ 2000 ରୁ ଅଧିକ ସଲ୍ଭର ରହିଛି । ଏହା ହେଉଛି ଏକ NP- କଠିନ ସମସ୍ୟା ଯେଉଁଠାରେ ବ୍ରୁଟ ଫୋର୍ସ ପଦ୍ଧତିରେ ଆକଳନ ଯୋଗ୍ୟ ଗାଣିତିକ ଧାରା ଅଙ୍କର ସମାଧାନର ପ୍ରତୀକାତ୍ମକ ଜଟିଳତା 2 20 ରୁ ଅଧିକ ଅଟେ । ଜଟିଳ ଧାରା ଅଙ୍କ ସମାଧାନ ପାଇଁ ବିଦ୍ୟାର୍ଥୀମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ଲାଗି ଇନଷ୍ଟା ସଲ୍ଭର….

ଏକ୍ସପ୍ଲୋର୍

ଅଟୋମେଟେଡ୍ ଟେଷ୍ଟ ଜେନେରେସନ୍ ଅଟୋମେଟେଡ୍ ଟେଷ୍ଟ ଜେନେରେସନ୍ ର ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନ ଏବଂ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଅଟୋମେଟ୍ ଉଚ୍ଚମାନର ବ୍ୟକ୍ତିଗତ ଟେଷ୍ଟ ବ୍ୟବସ୍ଥା କରାଇବା । ଯାହାଦ୍ୱାରା ଶିକ୍ଷକମାନଙ୍କର ମୂଲ୍ୟବାନ ସମୟ ବଞ୍ଚିବା ସହ ବ୍ୟକ୍ତିଗତ ପକ୍ଷପାତିତାକୁ ଏଡ଼ାଇଦେଇ ହେବ । ଆର୍ଥିକ ଅବସ୍ଥା ଏବଂ ବାସସ୍ଥାନର ଅବସ୍ଥିତି କାରଣରୁ ଅଧିକାଂଶ ବିଦ୍ୟାର୍ଥୀଙ୍କ ନିକଟରେ ସର୍ବୋତ୍ତମ ସଂସାଧନର ସୁବିଧା ନଥାଏ । ପୁନଶ୍ଚ, ଜଣେ ଶିକ୍ଷକଙ୍କ ସମୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଟୋ ଟେଷ୍ଟ ଜେନେରେସନ୍ ଦ୍ୱାରା, ଆମେ ଶିକ୍ଷକମାନଙ୍କୁ ପ୍ରଶ୍ନପତ୍ର ତିଆରି କରିବା କାମରେ ଅଧିକ ସମୟ ନଦେଇ ଶିକ୍ଷାଦାନରେ ଅଧିକ ଧ୍ୟାନ ଦେବାପାଇଁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ । ନିଜେ ମାନୁଆଲି ଉଚ୍ଚମାନର ଟେଷ୍ଟ ପ୍ରଶ୍ନପତ୍ର….

ଏକ୍ସପ୍ଲୋର୍

ଡାଉଟ୍ ରିଜୋଲ୍ୟୁସନ୍ ପ୍ରେରଣା ସାରା ଦେଶରେ ହଜାର ହଜାର ବିଦ୍ୟାର୍ଥୀ ଲର୍ଣ୍ଣିଂ ଆଉଟକମ୍ ଆଚିଭ୍ କରିବା ପାଇଁ ଅଧିକ ଲର୍ଣ୍ଣ କରିବା, କଠିନ ପ୍ରାକ୍ଟିସ୍ କରିବା ଏବଂ ନିଜକୁ ଟେଷ୍ଟ କରିବା ଲାଗି ପ୍ରତିଦିନ Embibe ବ୍ୟବହାର କରନ୍ତି । ଏହି ଯାତ୍ରାରେ, ସେମାନଙ୍କର ଅନେକ ପ୍ରଶ୍ନ କିମ୍ବା ଡାଉଟ୍ ଆସିବା ସ୍ୱାଭାବିକ । ତେଣୁ, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପ୍ରଶ୍ନ ପ୍ରଚାରିବା ଗୁଣକୁ ସବୁବେଳେ ଉତ୍ସାହିତ କରିବା ଲାଗି ଆମେ ଡାଉଟ୍ ରିଜୋଲ୍ୟୁସନ୍ ପ୍ରଡକ୍ଟ ମଧ୍ୟ ରଖିଛୁ । ନାମରୁ ଜଣାପଡେ ଯେ, ଏହା ହେଉଛି ଏକ ପ୍ଲାଟଫର୍ମ ଯାହା ବିଦ୍ୟାର୍ଥୀଙ୍କ ଡାଉଟ୍ ସମାଧାନ କରିବାରେ ସାହାଯ୍ୟ କରେ । ଏହି ସହାୟତା ସମ୍ବନ୍ଧିତ ବିଷୟର ବିଶେଷଜ୍ଞଙ୍କ ଦ୍ୱାରା ଦିଆଯାଇପାରେ, କିନ୍ତୁ ଏକ….

ଏକ୍ସପ୍ଲୋର୍

ବ୍ୟକ୍ତିଗତ ଆଚିଭମେଣ୍ଟ ଯାତ୍ରା ବିଦ୍ୟାର୍ଥୀଙ୍କ ବର୍ତ୍ତମାନର ଜ୍ଞାନ ସ୍ତର, ପୂର୍ବନିର୍ଦ୍ଧାରିତ ସମୟ ଅବଧି, ପୂର୍ବନିର୍ଦ୍ଧାରିତ ପାଠ୍ୟକ୍ରମ, ସେମାନେ ଦେବାକୁ ଚାହୁଁଥିବା ପରୀକ୍ଷା ପାଇଁ ଗୁରୁତ୍ଵପୂର୍ଣ୍ଣ କନସେପ୍ଟ ଏବଂ ପ୍ରତ୍ୟେକ କନସେପ୍ଟକୁ ଆୟତ୍ତ କରିବା ଲାଗି ଆବଶ୍ୟକ ପ୍ରୟାସ ଆଦିକୁ ଏକ ଉକ୍ତୃଷ୍ଟ ଶିକ୍ଷଣୀୟ ମାର୍ଗ ପ୍ରଦାନ କରିବାକୁ ବ୍ୟକ୍ତିଗତ ଆଚିଭମେଣ୍ଟ ଯାତ୍ରା (PAJ) ଲକ୍ଷ୍ୟ ରଖିଥାଏ । AI ପ୍ଲାଟଫର୍ମ ଲର୍ଣ୍ଣିଂ ଆଉଟକମ୍ ପ୍ରଦାନ କରିବା ପାଇଁ Embibe ପାଇଁ PAJ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । Embibeରେ, ଆମେ ଲର୍ଣ୍ଣିଂ ଆଉଟକମ୍ ହାସଲ କରିବା ପାଇଁ ପ୍ରାସଙ୍ଗିକ ନଲେଜ ଗ୍ରାଫ୍ ଏବଂ ଆଚରଣଗତ ପ୍ରୋଫାଇଲ୍ ଉପରେ ବିଦ୍ୟାର୍ଥୀମାନଙ୍କ କନସେପ୍ଟ ମାଷ୍ଟରୀକୁ ଯାଞ୍ଚ କରିଥାଉ । ହାଇପର ବ୍ୟକ୍ତିଗତ ଉପାୟରେ ଲର୍ଣ୍ଣିଂ, ପ୍ରାକ୍ଟିସ୍ ଏବଂ….

ଏକ୍ସପ୍ଲୋର୍

ମେଟା-ଟ୍ୟାଗ୍ ରାଙ୍କର୍ ଶିକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ, ସମସ୍ତ ଉପଭୋକ୍ତାଙ୍କ ପାଇଁ ବିଷୟବସ୍ତୁକୁ ଉପଲବ୍ଧ ଏବଂ ଖୋଜିବାଯୋଗ୍ୟ କରାଇବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ତାହା କରିବା ପାଇଁ, କମ୍ପାନୀଗୁଡିକ ଆନୋଟେଟର୍ କିମ୍ବା ବିଷୟବସ୍ତୁ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେଇଥାନ୍ତି । ଯେଉଁମାନେ ବିଷୟବସ୍ତୁରେ ଉପଯୁକ୍ତ ଟ୍ୟାଗ୍ କରିଥାନ୍ତି । ଏହି ଟ୍ୟାଗ୍ ଗୁଡିକ ପ୍ରଡକ୍ଟର ଉପଭୋକ୍ତାମାନଙ୍କ ସାମଗ୍ରିକ ଅଭିଜ୍ଞତାକୁ ନେଇ କରାଯାଇଥାଏ । Embibe ର ନଲେଜ୍ ଗ୍ରାଫ୍ ରେ 74,000+ ନୋଡ୍ ଅଛି, ପ୍ରତ୍ୟେକଟି ଜ୍ଞାନର ଭିନ୍ନ ଏକକକୁ ଦର୍ଶାଇଥାଏ । ଏହା ସହିତ, 1,89,380 ଆନ୍ତଃସଂଯୋଗ ଓ 2,15,062 ଦକ୍ଷତା ରହିଛି । ଯେହେତୁ ଶହ ଶହ ପାଠ୍ୟକ୍ରମ ପାଇଁ ହଜାର ହଜାର ପରୀକ୍ଷାର ବିଷୟବସ୍ତୁ ରହିଛି, ଏହି ପ୍ରକ୍ରିୟା….

ଏକ୍ସପ୍ଲୋର୍

ନଲେଜ୍ ବଡି: ଆପଣଙ୍କର ପାଠପଢାର ସାଥୀ Embibe ରେ, ଆମେ ବିଦ୍ୟାର୍ଥୀମାନଙ୍କ ଶିକ୍ଷଣ ଯାତ୍ରାକୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ । ନଲେଜ୍ ବଡି ହେଉଛି ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚାଟ୍ ବଟ୍, ଯାହା ପ୍ରଶ୍ନର ଉତ୍ତର ଏବଂ ଡାଉଟ୍ ରିଜୋଲ୍ୟୁସନ୍ ବ୍ୟବହାର କରି ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ଶିକ୍ଷଣକୁ ରିଭାଇଜ୍ କରିବାରେ ସାହାଯ୍ୟ କରେ । ସ୍ୱୟଂକ୍ରିୟ ପ୍ରଶ୍ନ ଗଠନ ଏବଂ ଉତ୍ତର ପାଇଁ ଗଭୀର ଶିକ୍ଷଣ ମଡେଲଗୁଡିକୁ ପରିପୂର୍ଣ୍ଣ କରିବା ଲାଗି ସ୍ପଷ୍ଟ ବିଷୟ ଜ୍ଞାନ ହେଉଛି ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । Embibe ର ନଲେଜ୍ ଗ୍ରାଫ୍ ହେଉଛି ବିଷୟବସ୍ତୁ ବୁଦ୍ଧିମତାର ମୁଖ୍ୟ ଆଧାର, ଏଥିରେ ଲକ୍ଷାଧିକ ସମ୍ପର୍କ ବ୍ୟବହାର କରି ହଜାର ହଜାର କନସେପ୍ଟ ଓ ଦକ୍ଷତା ପରସ୍ପର ସହିତ ସଂଯୁକ୍ତ….

ଏକ୍ସପ୍ଲୋର୍

ମେଧାସ୍ ମେଧାସ୍, ଏକ ସଂସ୍କୃତ ଶବ୍ଦ, ଯାହାର ଅର୍ଥ ହେଉଛି ଜ୍ଞାନ, ବୁଝାମଣା ଏବଂ ବୁଦ୍ଧିମତା । EdTech AI ପ୍ଲାଟଫର୍ମ ପ୍ରସ୍ତୁତି ପାଇଁ ପ୍ରାକୃତିକ ଭାଷା ବୁଝାମଣା (NLU) ପ୍ଲାଟଫର୍ମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । NLU ସାମର୍ଥ୍ୟଗୁଡିକ ହାଇପର ଟ୍ୟାଗଡ୍ ଶିକ୍ଷଣ ଓ ମୂଲ୍ୟାଙ୍କନ ବିଷୟବସ୍ତୁ, ବିଷୟବସ୍ତୁ ନଲେଜ୍ ଗ୍ରାଫ୍, ବ୍ୟାଖ୍ୟାତ୍ମକ ଏବଂ ବର୍ଣ୍ଣନାଯୋଗ୍ୟ ପୂର୍ବାନୁମାନ ଆଦି ଶିକ୍ଷାର୍ଥୀମାନଙ୍କୁ ଶିକ୍ଷଣ ଫଳାଫଳ ହାସଲ କରିବା ପାଇଁ ବିଷୟବସ୍ତୁକୁ ସମୃଦ୍ଧ, ସୁପାରିଶ କିମ୍ବା ସୃଷ୍ଟି କରିବାକୁ ସକ୍ଷମ କରିଥାଏ । Embibe ରେ, ପ୍ରଶ୍ନ ପ୍ରସ୍ତୁତି, ପ୍ରଶ୍ନର ଉତ୍ତର, ଡାଉଟ୍ ରିଜୋଲ୍ୟୁସନ୍, ଇନଷ୍ଟା-ସଲଭର ଇତ୍ୟାଦି ଭଳି ବିଷୟବସ୍ତୁରେ ଏହା ଅତ୍ୟାଧୁନିକ ପ୍ରଦର୍ଶନ କରିବାରେ ସହାୟକ ହୋଇଥାଏ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏକ ଦୀର୍ଘ….

ଏକ୍ସପ୍ଲୋର୍

ଅନୁବାଦ Embibe ହେଉଛି ଏକ ବିସ୍ତୃତ AI- ଆଧାରିତ ପ୍ଲାଟଫର୍ମ ଯାହା ବିଦ୍ୟାର୍ଥୀମାନଙ୍କୁ ଲର୍ଣ୍ଣିଂ ଆଉଟକମ୍ ପ୍ରଦାନ କରିଥାଏ  [5][6] । ଆମେ ସାରା ବିଶ୍ୱର ଯେକୌଣସି ସ୍ଥାନ ଓ ଯେକୌଣସି ଭାଷାରେ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ଆମର ଅନୁବାଦ ପ୍ରକଳ୍ପ ଭାରତର ଲକ୍ଷ ଲକ୍ଷ ବିଦ୍ୟାର୍ଥୀଙ୍କୁ ଆଂଚଳିକ ଭାଷାରେ ଶିକ୍ଷାଗତ ବିଷୟବସ୍ତୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ଶିକ୍ଷଣ ଯାତ୍ରା ସମୟରେ ବ୍ୟକ୍ତିଗତ ଶିକ୍ଷଣ, ଅଭ୍ୟାସ ଏବଂ ମୂଲ୍ୟାଙ୍କନ ବିଷୟବସ୍ତୁ ଦିଆଯାଇଥିବାର ସୁନିଶ୍ଚିତ କରିବାକୁ ବିଷୟବସ୍ତୁକୁ କ୍ୟୁରେଟ୍, ସୃଷ୍ଟି କିମ୍ବା ଅନୁବାଦ କରିବା ଗୁରୁତ୍ୱପୂର୍ଣ୍ଣ [7][8] । ଅଧିକାଂଶ ଉଚ୍ଚମାନର ଏକାଡେମିକ୍ ବିଷୟବସ୍ତୁ ଇଂରାଜୀରେ ଉପଲବ୍ଧ । ଯଦି ଆମେ ଏହି ବିଷୟବସ୍ତୁକୁ ଭାରତୀୟ….

ଏକ୍ସପ୍ଲୋର୍

ପେଟେଣ୍ଟ ଏବଂ ରିସର୍ଚ୍ଚ ହାଇଲାଇଟ୍ସ

49 ଟି ପ୍ରକାଶନ ଏବଂ 17 ଟି ପେଟେଣ୍ଟ