ଦୁର୍ବଳ ଶିକ୍ଷାର୍ଥୀଙ୍କ ଅସାଧାରଣ କୃତିତ୍ୱ

Student, କାନପୁର

ରେ NEET ରେ 89.4% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ଭୁବନେଶ୍ୱର

ରେ BITSAT ରେ 43.6% ସ୍କୋର୍ ବୃଦ୍ଧି ହୋଇଛି

arrow_up
Ayush Soni

ଆୟୁଷ ସୋନୀ

ଛିନ୍ଦଓ୍ୱାଡା | JEE Main

ମୁଁ ପଢ଼ାପଢ଼ି ଅପେକ୍ଷା କମ୍ପ୍ୟୁଟର ଓ ଭିଡିଓ ଗେମ୍ ଖେଳିବାକୁ ଅଧିକ ପସନ୍ଦ କରୁଥିଲି, କାରଣ ମୋତେ ପାଠ ପଢିବା କଷ୍ଟ ଲାଗୁଥିଲା ଓ ଭଲ ଲାଗୁନଥିଲା । ମୁଁ ବିଦ୍ୟାଳୟରେ ବହୁ କଷ୍ଟରେ ପାଠ ପଢ଼ିଛି ଏବଂ ମୁଁ ଦ୍ୱାଦଶ ଶ୍ରେଣୀ କିମ୍ବା JEE ମେନ୍ ପାସ୍ କରିବି ବୋଲି କେହି ଆଶା କରିନଥିଲେ - ନା ମୋର ଶିକ୍ଷକ, ନା ମୋର ବନ୍ଧୁ, ଏପରିକି ମୋର ବାପା ମା’ଙ୍କର ମଧ୍ୟ ଆଶା ନଥିଲା । ଯେତେବେଳେ ମୁଁ Embibe ବିଷୟରେ ଜାଣିଲି ଓ ଏଥି୍ରେ ପ୍ରାକ୍ଟିସ୍ କଲି, ଏହା ମୋତେ ଭିଡିଓ ଗେମ୍ ଖେଳିବା ଭଳି ଅନୁଭବ ହେଲା । ମୁଁ ଯେତେ ଅଧିକ ପ୍ରାକ୍ଟିସ୍ କଲି, ସେତେ ଅଧିକ ଏମ୍ବିୟମ୍ ଅର୍ଜନ କଲି, ଏବଂ ତାହା ସହାୟତାରେ ମୁଁ ମୋର ଦୁର୍ବଳ ବିଷୟ ଓ ଅଧ୍ୟାୟ ଉପରେ ଧ୍ୟାନ ଦେବା ପାଇଁ ଅଧିକ ପ୍ରିମିୟମ୍ ପ୍ରାକ୍ଟିସ୍ ପ୍ୟାକ୍ ପାଇପାରିଲି । ମୋତେ Embibeରେ ପଢିବା ପାଇଁ କେହି ବାଧ୍ୟ କରୁନଥିଲେ ଏବଂ ପ୍ରତିଦିନ 10 ଘଣ୍ଟା ପର୍ଯ୍ୟନ୍ତ ପ୍ରାକ୍ଟିସ୍ କରୁଥିଲି । କେବଳ 10 ଦିନ ପ୍ରସ୍ତୁତି କରି ମୁଁ JEE ମେନ୍ କ୍ରାକ୍ କରିବାକୁ ସକ୍ଷମ ହେଲି ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।.

Student, କୋଲକାତା

ରେ JEE Advanced ରେ 79.2% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ଦିଲ୍ଲୀ

ରେ Reasoningପାଇଁ SSC ରେ 51.3% ସ୍କୋର୍ ବୃଦ୍ଧି ହୋଇଛି

arrow_up

ଆଦିବାସୀ ଶିକ୍ଷାର୍ଥୀଙ୍କ ସଶକ୍ତିକରଣ

Student, କାର୍ଗିଲ

ରେ 11th CBSE ରେ 26.7% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ପଟିଆଲା

ରେ JEE Main ରେ 82.0% ସ୍କୋର୍ ବୃଦ୍ଧି ହୋଇଛି

arrow_up
Tribal Area

ଆଦିବାସୀ ଅଞ୍ଚଳ

ଉଦୟପୁରର-ବିକାଶ

କୌଣସି ଟେକ୍ନୋଲୋଜି ଆକ୍ସେସ୍ କରିପାରୁନଥିବା ଶିକ୍ଷାର୍ଥୀମାନଙ୍କ ପାଇଁ Embibeର ପ୍ଲାଟଫର୍ମ ସର୍ବୋତ୍ତମ ଟେକ୍ନୋଲୋଜି ପ୍ରଦାନ କରିଥିଲା । Embibeରେ ଅଧ୍ୟୟନ କରୁଥିବା 48% ଶିକ୍ଷାର୍ଥୀ ପ୍ରଥମ ଥର ପାଇଁ JEE ଓ NEET ପରି ପ୍ରତିଯୋଗିତାମୂଳକ ପରୀକ୍ଷାକୁ କ୍ରାକ୍ କରିବାରେ ସଫଳ ହୋଇଥିଲେ । ଜାତୀୟ ସଫଳତା ହାର ତୁଳନାରେ ଏହା ମାତ୍ର 5%, କିନ୍ତୁ ଏହି ଫଳାଫଳ ଆମ ପାଇଁ ବହୁତ ବଡ଼ ଥିଲା । ଏଥିରୁ ପ୍ରମାଣିତ ହୋଇଛି ଯେ ସହରର ଶିକ୍ଷାର୍ଥୀମାନଙ୍କୁ ମିଳୁଥିବା ସଂସାଧାନଗୁଡିକ ଆଦିବାସୀ ଅଞ୍ଚଳର ଶିକ୍ଷାର୍ଥୀମାନଙ୍କୁ ମିଳିଲେ ସେମାନେ ମଧ୍ୟ ଭାରତର ଶୀର୍ଷ ପ୍ରବେଶିକା ପରୀକ୍ଷାଗୁଡିକରେ ସଫଳ ହେବାର ସାମର୍ଥ୍ୟ ହାସଲ କରିପାରିବେ ।

Student, ଥିରୁବନନ୍ତପୁରମ୍

ରେ JEE Main ରେ 75.0% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ଅମରାବତୀ

ରେ Mathematicsପାଇଁ JEE Advanced ରେ 36.8% ସ୍କୋର୍ ବୃଦ୍ଧି ହୋଇଛି

arrow_up

ଶିକ୍ଷଣ ସଂସ୍ଥା ସମୂହର ସଶକ୍ତିକରଣ

Student, ଆଗ୍ରା

ରେ NEET ରେ 88.9% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ଦିଲ୍ଲୀ

ରେ JEE Main ରେ 77.3% ସ୍କୋର୍ ବୃଦ୍ଧି ହୋଇଛି

arrow_up
Priyal Agarwal

ପ୍ରିୟାଲ ଅଗ୍ରଓ୍ୱାଲ୍

ଗ୍ରେଡ୍ 6 | ଆଜମେର୍

Embibe ମୋର ବ୍ୟକ୍ତିଗତ ଶିକ୍ଷକ ପରି ମୋତେ ପ୍ରେରଣା ଯୋଗାଇଆସୁଛି । ଏହାର ଉପଯୋଗୀ ହିଣ୍ଟ ଓ ମାଇକ୍ରୋ-ହିଣ୍ଟ୍ ଯୋଗୁଁ ଗଣିତରେ ମୋର ମୌଳିକ ହିସାବ ଏବଂ ବିଜ୍ଞାନରେ ମୋର କନସେପ୍ଟ ବହୁତ ଉନ୍ନତ ହୋଇଛି । ଏହା ମୋତେ ଏକ ଭଲ ଉପାୟରେ ଶିଖିବାରେ ସାହାଯ୍ୟ କରିଛି, ଯାହା ଜଣେ ଭଲ ଛାତ୍ର ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।

Student, କାର୍ଗିଲ

ରେ 11th CBSE ରେ 38.0% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ହାଇଦ୍ରାବାଦ

ରେ Quantitative Aptitudeପାଇଁ Insurance ରେ 52.7% ସ୍କୋର୍ ବୃଦ୍ଧି ହୋଇଛି

arrow_up

ଆମକୁ କେନ୍ଦ୍ରୀୟ ସଫଳତା ବ୍ୟୁରୋ ବୋଲି ଜାଣନ୍ତୁ

Student, କୋୟମ୍ବାଟୁର

ରେ BITSAT ରେ 78.0% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ଚଣ୍ଡିଗଡ଼

ରେ BITSAT ରେ 50.5% ସ୍କୋର୍ ବୃଦ୍ଧି ହୋଇଛି

arrow_up
Ankush Sharma

ଅଙ୍କୁଶ ଶର୍ମା

ଦିଲ୍ଲୀ | SSC CGL | 2016

Embibe କୁ ଧନ୍ୟବାଦ, ଏହାରି ଯୋଗୁଁ ମୁଁ 2016 ରେ SSC CGL ନିଯୁକ୍ତି ପରୀକ୍ଷାକୁ କ୍ରାକ୍ କରିପାରିଥିଲି । ମୋର ପ୍ରସ୍ତୁତି ସମୟରେ, ମୁଁ ଅନେକ ଦ୍ୱନ୍ଦ୍ୱ ଓ ସନ୍ଦେହରେ ପଡିଥିଲି, କିନ୍ତୁ ବାରମ୍ବାର ପ୍ରାକ୍ଟିସ୍ ଓ ମକ୍ ଟେଷ୍ଟ ମାଧ୍ୟମରେ, ମୁଁ ଆତ୍ମବିଶ୍ୱାସ ହାସଲ କରିବାରେ ସକ୍ଷମ ହୋଇଥିଲି । ଯାହା ମୋତେ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏବଂ ମୁଁ CBI ଅଧିକାରୀ ହୋଇପାରିଥିଲି।

Student, ୱାରଙ୍ଗାଲ୍

ରେ NEET ରେ 70.4% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ପାଟନା

ରେ Reasoningପାଇଁ Insurance ରେ 49.4% ସ୍କୋର୍ ବୃଦ୍ଧି ହୋଇଛି

arrow_up

ଭଲ ପାଇଁ EMBIBE

Student, ରାୟପୁର

ରେ JEE Advanced ରେ 65.5% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, କାର୍ଗିଲ

ରେ 11th CBSE ରେ 11.0% ସ୍କୋର୍ ବୃଦ୍ଧି ହୋଇଛି

arrow_up
Mr.Shishir Kumar Shahi

ଶ୍ରୀ ଶିଶିର କୁମାର ସାହି

ନିର୍ଦ୍ଦେଶକ, CSRL Super 30 | All India | 2019

Embibe ଟେକ୍ନୋଲୋଜିର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ପ୍ରସ୍ତୁତିର ସ୍ତର ବୁଝିବାରେ ସାହାଯ୍ୟ କରେ ଏବଂ ସଠିକ୍ କୌଶଳ ସହିତ ସେମାନେ କିପରି ସେମାନଙ୍କର ଅନ୍ତିମ ପରୀକ୍ଷା ପାଇଁ ଭଲ ଯୋଜନା କରିପାରିବେ, ତାହା ଗାଇଡ୍ କରିଥାଏ । ପାରମ୍ପାରିକ ପରୀକ୍ଷା ବ୍ୟବସ୍ଥାରେ ଏହି ପ୍ରକାର ଫିଡବ୍ୟାକ୍ ମିଳିବା ସମ୍ଭବ ନୁହେଁ । ଆମର ଅନେକ ଶିକ୍ଷାର୍ଥୀ ପ୍ଲାଟଫର୍ମରେ କ୍ରମାଗତ ଭାବରେ ପଢ଼ାପଢ଼ି କରି ଆତ୍ମବିଶ୍ୱାସ ହାସଲ କରିଛନ୍ତି; ବିଶେଷକରି ଦେଶର ଦୁର୍ଗମ ଅଞ୍ଚଳର ଶିକ୍ଷାର୍ଥୀମାନଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି ।

Student, ମଦୁରାଇ

ରେ JEE Advanced ରେ 63.4% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, କନ୍ନୁର୍

ରେ Mathematicsପାଇଁ BITSAT ରେ 41.5% ସ୍କୋର୍ ବୃଦ୍ଧି ହୋଇଛି

arrow_up

ସର୍ବୋତ୍କୃଷ୍ଟ ଶିକ୍ଷଣୀୟ ଫଳାଫଳ ମାଧ୍ୟମରେ ରାଷ୍ଟ୍ରର ସଶକ୍ତିକରଣ

Student, କାର୍ଗିଲ

ରେ 12th CBSE ରେ 80.0% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ଭଦୋଦରା

ରେ JEE Advanced ରେ 62.3% ସ୍କୋର୍ ବୃଦ୍ଧି ହୋଇଛି

arrow_up
img

ନଭୋଦୟ ବିଦ୍ୟାଳୟ

ନବୋଦୟ ବିଦ୍ୟାଳୟ ସମିତି ମଇଁମାସରୁ ସେପ୍ଟେମ୍ବର 2020 ମଧ୍ୟରେ ହାଇଦ୍ରାବାଦ ରିଜନ୍ ର 5ଟି ବିଦ୍ୟାଳୟର 185 ଜଣ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ Embibe RANKUP ପ୍ଲାଟଫର୍ମ ଯୋଗାଇବା ପାଇଁ Embibe ସହିତ ସହଭାଗୀତା କରିଥିଲେ । ଏହି ସମୟରେ 47% ଛାତ୍ରଛାତ୍ରୀ ସେମାନଙ୍କ ସ୍କୋରକୁ 50% ବୃଦ୍ଧି କରିବାରେ ସକ୍ଷମ ହୋଇଥିବା ବେଳେ 30% ଛାତ୍ରଛାତ୍ରୀ ସେମାନଙ୍କର ବ୍ୟର୍ଥ ପ୍ରୟାସକୁ 36% ହ୍ରାସ କରିପାରିଥିଲେ । ସେହିପରି 43% ଛାତ୍ରଛାତ୍ରୀ ସଠିକ୍ ପ୍ରୟାସର ହାରକୁ 61% ବୃଦ୍ଧି କରିବାରେ ସକ୍ଷମ ହୋଇଥିଲେ | ବିଦ୍ୟାଳୟ ନିର୍ଦ୍ଦିଷ୍ଟ, ବିଷୟ ଓ୍ୱାରୀ ଦୁର୍ବଳ ଧାରଣାଗୁଡିକ ଚିହ୍ନଟ କରାଯାଇଥିଲା ଏବଂ ସମାଧାନ ପାଇଁ ଶିକ୍ଷକମାନଙ୍କୁ ଏହା କୁହାଯାଇଥିଲା । ଫଳରେ ଛାତ୍ରଛାତ୍ରୀମାନେ ସଠିକତାର ହାରକୁ 44% ବୃଦ୍ଧି କରିବାରେ ସକ୍ଷମ ହୋଇଥିଲେ |

Student, କୋଲାମ

ରେ NEET ରେ 72.7% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, କନ୍ନୁର୍

ରେ Mathematicsପାଇଁ BITSAT ରେ 73.1% ସ୍କୋର୍ ବୃଦ୍ଧି ହୋଇଛି

arrow_up

ଶିକ୍ଷା ଜଗତର ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସହଯୋଗ

Student, ମିରିୟାଲାଗୁଡା

ରେ TS EAMCET ରେ 67.5% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ମାଙ୍ଗାଲୋର

ରେ NEET ରେ 68.3% ସ୍କୋର୍ ବୃଦ୍ଧି ହୋଇଛି

arrow_up
Mr.J C Chaudhry

ଶ୍ରୀ ଜେ.ସି. ଚୌଧୁରୀ

CMD | ଆକାଶ ଇନଷ୍ଟିଚ୍ୟୁଟ୍ | 2019

ଆକାଶରେ, ଆମେ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ବିଷୟବସ୍ତୁକୁ ଭଲ ଭାବେ ପଢ଼ାଇ ଏବଂ ସେମାନେ ହାସଲ କରୁଥିବା ଜ୍ଞାନର ବିସ୍ତୃତ ମୂଲ୍ୟାଙ୍କନ ପ୍ରଦାନ କରି ଉନ୍ନତ ପ୍ରଦର୍ଶନ କରିବାକୁ ସେମାନଙ୍କୁ ସକ୍ଷମ କରାଇଥାଉ । ଯେତେବେଳେ ଆମେ ଆମର CBT ମୂଲ୍ୟାଙ୍କନ ପ୍ଲାଟଫର୍ମ ପାଇଁ Embibe ସହିତ ସହଭାଗୀ ହୋଇଥିଲୁ, ସେମାନେ ଆମର ଲିଗାସିକୁ ସମ୍ମାନ ଦେଇଥିଲେ ଏବଂ ଆମର ଶିକ୍ଷାର୍ଥୀଙ୍କ ସଫଳତା ପାଇଁ ଏକ ସାଧାରଣ ଲକ୍ଷ୍ୟ ନେଇ ଆମେ ଏକ ହୋଇ କାମ କରିଥିଲୁ । Embibe ଆମର ଶିକ୍ଷାର୍ଥୀମାନଙ୍କୁ ଟେଷ୍ଟ ପ୍ରୟାସର ଆବଶ୍ୟକୀୟ ଗଭୀର ଗୁଣାତ୍ମକ ମୂଲ୍ୟାଙ୍କନ ପ୍ରଦାନ କରିଛି ଏବଂ ପରୀକ୍ଷା ସ୍ଥିତିରେ ଶୀଘ୍ର ଉତ୍ତର ମନେପକାଇବା ପାଇଁ ସକ୍ଷମ କରିବାକୁ ସେମାନଙ୍କର ସାମର୍ଥ୍ୟ ବିଷୟକୁ କିପରି ସୁଦୃଢ଼ କରାଯିବ, ସେ ସମ୍ବନ୍ଧରେ ଏହି ପ୍ଲାଟଫର୍ମ ସେମାନଙ୍କୁ ସୂଚନା ଦେଇଛି ।

Student, ଭିଲାଇ

ରେ JEE Main ରେ 75.0% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ଆଗ୍ରା

ରେ Reasoningପାଇଁ SSC ରେ 48.9% ସ୍କୋର୍ ବୃଦ୍ଧି ହୋଇଛି

arrow_up

ଶିକ୍ଷା ଜଗତର ଶ୍ରେଷ୍ଠ ଶିକ୍ଷକଙ୍କୁ ପ୍ରେରଣା

Student, ଅମୃତସର

ରେ VITEEE ରେ 54.4% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, କାମାରେଡି

ରେ TS EAMCET ରେ 31.9% ସ୍କୋର୍ ବୃଦ୍ଧି ହୋଇଛି

arrow_up
Prof. PC Thomas

ପ୍ରୋଫେସର୍ ପି.ସି.ଥୋମାସ୍

କ୍ଲାସ୍ | କେରଳ | 2019

Embibe ବ୍ୟବହାର କରିବା ଦ୍ୱାରା ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ଉପରେ ଏକ ବଡ଼ ପ୍ରଭାବ ପଡ଼ିଛି | ଶିକ୍ଷାର୍ଥୀମାନେ ନିର୍ଦ୍ଦିଷ୍ଟ ଫିଡବ୍ୟାକ୍ ପାଆନ୍ତି ଏବଂ ଆମେ ଦେଖିଲୁ ଯେ, ଆମର ଭଲ ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ 54% ଶିକ୍ଷାର୍ଥୀ 90+ ପର୍ସେଣ୍ଟାଇଲ୍ ସ୍କୋର କରିଛନ୍ତି, ଯାହା ଏକ ଉଲ୍ଲେଖନୀୟ ଫଳାଫଳ । ପରମ ଓ ସକ୍ଷମ ପରି Embibe ର ବୈଶିଷ୍ଟ୍ୟଗୁଡ଼ିକ ଆମର ଶିକ୍ଷକମାନଙ୍କୁ ସେମାନଙ୍କର ନିଜସ୍ୱ ପ୍ରଶ୍ନ ଅପଲୋଡ୍ କରିବାକୁ ଏବଂ ସେମାନଙ୍କ ସୁବିଧାରେ ଟେଷ୍ଟ ପରିଚାଳନା କରିବାକୁ ସଶକ୍ତ କରିଥାଏ । ଯାହା ଦ୍ୱାରା ମୂଲ୍ୟବାନ ସମୟ ବଞ୍ଚିଥାଏ ଏବଂ ସେହି ସମୟରେ ଶ୍ରେଣୀଗୃହ ଭିତରେ ଶିକ୍ଷାର୍ଥୀମାନଙ୍କୁ ଗାଇଡ୍ କରାଯାଇପାରେ ।

Student, ସୋଲାପୁର

ରେ JEE Advanced ରେ 85.7% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ସୋଲାପୁର

ରେ Quantitative Aptitudeପାଇଁ IBPS Clerk Mains ରେ 50.8% ସ୍କୋର୍ ବୃଦ୍ଧି ହୋଇଛି

arrow_up

ସବୁଠୁ ଭଲ ପିଲାଙ୍କ ପାଇଁ ମଧ୍ୟ ସହାୟକ

Student, ଲେହ

ରେ 11th CBSE ରେ 23.0% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, କୋଲାମ

ରେ VITEEE ରେ 32.2% ସ୍କୋର୍ ବୃଦ୍ଧି ହୋଇଛି

arrow_up
student image
Student, ମେରଠ

ରେ NEET ରେ 71.6% ସ୍କୋର୍ ବୃଦ୍ଧି ହୋଇଛି

arrow_up
Student, ପାଟନା

ରେ Reasoningପାଇଁ Railways ରେ 50.0% ସ୍କୋର୍ ବୃଦ୍ଧି ହୋଇଛି

arrow_up